

ଭଞ୍ଜନଗର (ସମୃଦ୍ଧ ଓଡିଶା) ସାରା ବିଶ୍ୱରେ କରୋନା ଆତଙ୍କ ଖେଲାଇ ଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ବିଭିନ୍ନ ଦେଶରେ ଲକଡାଉନ ଓ ସଟଡାଉନ ଘୋଷଣା କରାଯାଇ ବିଭିନ୍ନ କଟକଣା ଜାରି କରାଯାଇଛି । ଏହି ସଟଡାଉନ ସମୟରେ ଭଞ୍ଜନଗର ଏନଫୋର୍ସ ଟିମ ଦ୍ୱାରା ଚଢ଼ାଉ କରାଯାଇ ଜଗନ୍ନାଥ ପ୍ରଶାଦ ବ୍ଳକ ରାଉତି ଗ୍ରାମର ଏକ ଦୋକାନରୁ ପୋଲିସ ପ୍ରଶାସନର ସହାୟତା କ୍ରମେ ବେଆଇନ ଗୁଟଖା ଓ ଖଇନି ଜବତ କରାଯାଇଥିବା ଜଣାପଡିଛି ।
ରିପୋର୍ଟ : ନିଲୁ ବିଷୋୟୀ