

ଖଲ୍ଲିକୋଟ୍ (ସମୃଦ୍ଧ ଓଡିଶା) ଭିଜିଲାନ୍ସ ଜାଲରେ ଖଲ୍ଲିକୋଟ୍ ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ ବସନ୍ତ କୁମାର ପଟ୍ଟନାୟକ । ଲାଇନମ୍ୟାନ ବିବେକାନନ୍ଦ ନାୟକଙ୍କ ବଦଳି ଆବେଦନ ପତ୍ରକୁ ମଞ୍ଜୁର କରିବାକୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା