

ଭୁବନେଶ୍ୱର(ସମୃଦ୍ଧଓଡିଶା) ଆଜି ଅପରାହ୍ନ ୫ଟା ରେ ମୁମ୍ବାଇର ଆଜାଦ ମଇଦାନର ଏକ ବିଶେଷ କାର୍ଯ୍ୟକ୍ରମରେ ଶ୍ରୀ ଦେବେନ୍ଦ୍ର ଫଡନାବିଶଙ୍କର ନେତୃତ୍ୱରେ ମହାରାଷ୍ଟ୍ରର ନୂତନ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିବେ।ଏହି କାର୍ଯ୍ୟକ୍ରମରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଯୋଗ ଦେଇ ନୂତନ ମନ୍ତ୍ରୀମଣ୍ଡଳଙ୍କୁ ଶୁଭେଚ୍ଛା ପ୍ରଦାନ କରିବା ସହ ଆଗାମୀ ଭବିଷ୍ୟତ ପାଇଁ ସେମାନଙ୍କୁ ଶୁଭାବିଳାଶ ପ୍ରଦାନ କରିବେ।
ରିପୋର୍ଟ : ତନୁଜା ମହାନ୍ତି, ଲୋକ ସମ୍ପର୍କ ଅଧିକାରୀ