

ପୋଲସରା(ସମୃଦ୍ଧ ଓଡିଶା )ପୋଲସରା ବ୍ଲକ ଅନ୍ତର୍ଗତ ଡ଼ିମ୍ବିରିଆ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଡିଆଠାରେ ମାଁ ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇ ଉଦଘାଟନ କରିଛନ୍ତି । ଏଥିରେ ସରପଞ୍ଚ, ସମିତି ସଭ୍ୟ,ଗ୍ରାମବାସୀ ତଥା ଖେଳାଳୀମାନେ ଉପସ୍ଥିତ ଥିଲେ ।
ରିପୋର୍ଟ : ଛତ୍ରପୁର ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

