ମାଇକ୍ରୋମିଡ଼ିଆଙ୍କ ୧୬ତମ ଜନ୍ମୋତ୍ସବ ପାଳିତ …

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଗୋପବନ୍ଧୁ ଟାଉନହଲରେ ମାଇକ୍ରୋମିଡ଼ିଆର ୧୬ ତମ ଜନ୍ମୋତ୍ସବ ଗତକାଲି ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସସ୍ମିତା ସିଂ, ରାଜନାଥ ସିଂ ଅଂଶ ଗ୍ରହଣ କରିଥିଲେ
। ଏହି ଅବସରରେ ନୃତ୍ୟ, ସଂଗୀତ, ବିଭିନ୍ନ ପ୍ରକାରର ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ତିନି ଦିନ ଧରି ଚାଲିବ ।

ରିପୋର୍ଟ : ଶୁଭମ କୁମାର ପାଣି