

ଓଡ଼ିଶା ବିଧାନସଭା ପ୍ରକୋଷ୍ଠ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କୁ ବିଞ୍ଝାରପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ଶ୍ରୀ ପବିତ୍ର ମୋହନ ଜେନା ସୌଜନ୍ୟମୂଳକ ସାକ୍ଷାତ କରି ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ସମସ୍ତ ଙ୍କ ଆସ୍ଥାଭାଜନ ହୋଇଥିବାରୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଓଡ଼ିଶାର ବିକାଶକୁ ଶୀର୍ଷ କୁ ନେବାପାଇଁ ଆଶୀର୍ବାଦ କରିଥିଲେ ।
ରିପୋର୍ଟ : ରଜତ ମହାପାତ୍ର