ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନ ସଭା କକ୍ଷରେ ନବ ନିର୍ବାଚିତ ରାଜ୍ୟସଭା ସଦସ୍ୟ ଶ୍ରୀମତୀ ମମତା ମହନ୍ତଙ୍କୁ ଅଭିନନ୍ଦନ ଜଣାଉଛନ୍ତି

ଭୁବନେଶ୍ୱର (ସମୃଦ୍ଧଓଡିଶା)ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିଧାନ ସଭା କକ୍ଷରେ ନବ ନିର୍ବାଚିତ ରାଜ୍ୟସଭା ସଦସ୍ୟ ଶ୍ରୀମତୀ ମମତା ମହନ୍ତଙ୍କୁ ଅଭିନନ୍ଦନ ଜଣାଉଛନ୍ତି।