

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମୋର ଏକ ଗଳ୍ପ ସଂକଳନ “ଅଳ୍ପରେ ଗଳ୍ପ “ର ଉନ୍ମୋଚନ ଉତ୍ସବ ବ୍ରହ୍ମପୁର ହୋଟେଲ ତନ୍ଦୁରୀଇନ, ଷ୍ଟେସନ ରୋଡ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପ୍ରକାଶକ କୂରେସୁ ପଣ୍ଡା, ଆଇନଜୀବି ଭଗବାନ ସାହୁ, ଶିଶିର ପଢି, ସୁଧାଂଶୁ ପଣ୍ଡା, ସାମ୍ବାଦିକ ନରସିଂହ ସାହୁ, ଅମ୍ବିକା ପ୍ରସାଦ ଦାସ, ଜିତେନ୍ଦ୍ର ମହାପାତ୍ର, ସୁଦର୍ଶନ ନାୟକ ପୂର୍ବତନ ବିଧାୟକ ତ୍ରିନାଥ ବେହେରା, ଶିକ୍ଷାବିତ ସୁରେନ୍ଦ୍ର ନାଥ ପାଣିଗ୍ରାହୀ ଅତିଥି ଭାବରେ ଯୋଗ ଦେଇଥିଲେ । ଏହାସହ ଅନ୍ୟମାନଙ୍କ ମଧ୍ୟରେ ଏହି ଆଲୋଚନାରେ ବରିଷ୍ଠ ଆଇନଜୀବି ରବି ପାଣିଗ୍ରାହୀ, ନିରଞ୍ଜନ ନାୟକ, ଅଜିତ ସାହୁ. ପି. ନରସିଂହ ପତ୍ର, ରାମ କୁମାର, ପ୍ରଫୁଲ୍ଲ ଜଗନାଥ ପାଢି, ଶ୍ରୀକାନ୍ତ ପଟ୍ଟନାୟକ, ପ୍ରଫୁଲ୍ଲ ଗୌଡ଼, ସଞ୍ଜୟ ମିଶ୍ର, ଅନିଲ ସାହୁ, କମଲ ଡାକୁଆ, ଜବାହର ଲାଲ ପଟ୍ଟନାୟକ, କୃଷ୍ଣ ଚନ୍ଦ୍ର ସାହୁ, ଚିତ ରଞ୍ଜନ ଶତପତି, କୈଳାସ ପାଣିଗ୍ରାହୀ କିରଣ ମଣ୍ଡଳ, ଲଳିତ ମଙ୍ଗରାଜ, ଦିଲ୍ଲୀପ ତ୍ରିପାଠୀ, ପୂର୍ଣ୍ଣ ଚନ୍ଦ୍ର ହୋତା, ସୋନୁ ପାଢି ପ୍ରମୁଖ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
