

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳାଖେମୁଣ୍ଡି ଜିଲ୍ଲାପାଳଙ୍କ ସଭାକକ୍ଷ ଗୃହରେ ରଥ ଯାତ୍ରା ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି । ରଥଯାତ୍ରା କିଭଳି ସୁରୁଖୁରୁରେ ହେବ ସେନେଇ ବୈଠକରେ ଆଲୋଚନା କରାଯାଇଛି । ଏହି ସଭାରେ ସହରର ମାନ୍ୟଧନ୍ୟ ବ୍ୟକ୍ତିଙ୍କ ସମେତ ମୁଖ୍ୟ ନବନିର୍ବାଚିତ ବିଧାୟକ କେ ନାରାୟଣ ରାଓ, ଜିଲାପରିଷଦ ଅଧ୍ୟକ୍ଷା ଅନିଟରଣୀ ବେହେରା ଉପଜିଲ୍ଲାପାଳ ଉପସ୍ଥିତି ଥିଲେ ।
ରିପୋର୍ଟ : ଦାମୋଦର ପାଢ଼ୀ

