

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଅନ୍ତର୍ଗତ ଦୁଆନ ପୁଲି ଗାଆଁରେ ରନ୍ଧା ମହୁଲି ମଦ ବିକ୍ରି କରିବା ଅଭିଯୋଗରେ ଜଣକୁ ଗିରଫ କରି ୨୫ ଲିଟର ମହୁଲି ମଦ ଜବତ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଗତକାଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶରେ ଦୀପ୍ତିମୟୀ ସାହୁ ଅବକାରୀ ବିଭାଗ ଷ୍ଟାପ ଅଭିରାମ ପଟ୍ଟନାୟକ, ସୁବଳ ପ୍ରଧାନ, ଲକ୍ଷ୍ମଣ ପ୍ରଧାନ, ଜି.କାମେଶ୍ୱର ଚଢାଉ କରି ରାଜେନ୍ଦ୍ର ମଲ୍ଲିକ ନାମକ ଏକ ବ୍ୟକ୍ତିକୁ ଗିରଫ କରି କୋଟ ଚାଳନ କରାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା