ବ୍ରହ୍ମପୁର (ସମୃଦ୍ଧ ଓଡିଶା) ୧୩୩ ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ ନଂ ୬୩, ସିଟି ହାଇସ୍କୁଲ(୨)ର ସମସ୍ତ ଭୋଟରମାନଙ୍କୁ ରିଟର୍ଣ୍ଣିଙ୍ଗ ଅଫିର ସୂଚନା ଦେଇଛନ୍ତି ଯେ, ନିର୍ବାଚନ କମିଶନ, ଭାରତଙ୍କ ନିର୍ଦ୍ଦେଶ ପ୍ରକାରେ ଆସନ୍ତା ବା ୧୮.୪.୨୦୧୯ ରିଖରେ ୬୩ ନଂ ବୁଥ ଭୋଟ ଗ୍ରହଣ କେନ୍ଦ୍ର, ସିଟି ହାଇସ୍କୁଲ(୨)ରେ ସମୟ ସକାଳ ୭ ଠାରୁ ସନ୍ଧ୍ୟା ୬ ଘଣ୍ଟିକା ମଧ୍ୟରେ ସାନି ମତଦାନ ହେବ । ଏଣୁ ଉକ୍ତ ବୁଥର ସମସ୍ତ ଭୋଟରମାନଙ୍କୁ ନିଜର ମତାଧିକାର ସାବ୍ୟସ୍ତ କରିବାକୁ ଅନୁରୋଧ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା