ଲୋକସେବା ଭବନରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀମତୀ ଅନୁପ୍ରିୟା ପଟେଲ : ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା

ଭୁବନେଶ୍ୱର (ସମୃଦ୍ଧଓଡିଶା) ରାଜ୍ୟ ସଚିବାଳୟ ଲୋକସେବା ଭବନରେ ରାଜ୍ୟ ପାହ୍ୟା କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସାର ଓ ରସାୟନ ମନ୍ତ୍ରୀ ଶ୍ରୀମତୀ ଅନୁପ୍ରିୟା ପଟେଲ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ସାକ୍ଷାତ ଆଲୋଚନା କରିଥିବା ଜଣାପଡିଛି । ବିଶେଷ କରି ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କିପରି ଚାଲିଛି ସେ ଉପରେ ଆଲୋଚନା କରିଥିବା ଜଣା ପଡିଛି ।

ରିପୋର୍ଟ : ରଜତ ମହାପାତ୍ର