

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଶିକ୍ଷକ-ଶିକ୍ଷୟତ୍ରୀଙ୍କ ଆଧ୍ୟାତ୍ମିକ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ଗତ ୭ ଶୁକ୍ରବାର ଠାରୁ ଆରମ୍ଭ ହୋଇ ଆଜି ତଥା ଜୁନ ୯ ଯାଏଁ ତିନି ଦିନ ଧରି ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଚିତାନନ୍ଦ ଦିବ୍ୟଧାମ, (ଦି ଡିଭାଇନ) ଅଗସ୍ତିନୂଆଗାଁ ଠାରେ ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ଶିକ୍ଷକ ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ତ୍ରିନାଥ ବେହେରା
