

ଢେଙ୍କାନାଳ (ସମୃଦ୍ଧ ଓଡିଶା) ସଦର ବ୍ଲକ ଅନ୍ତର୍ଗତ ମଧୁସାହୁ ପାଟଣା ପଞ୍ଚାୟତ ମୋଟାରି ଗ୍ରାମର ଅଗ୍ନି ବିପନ୍ନ ପରିବାରଙ୍କୁ ଢେଙ୍କାନାଳ ସଚେତନ ନାଗରୀକ ଫୋରମ ତରଫରୁ କମ୍ବଳ, ରାସନ ସାମଗ୍ରୀ ଯଥା ଚାଉଳ, ଡାଲି, ଚିନି, ତେଲ, ଲୁଣ, ହଳଦୀ ଗୁଣ୍ଡ, ଧଣିଆ, ଲଙ୍କା, ସାବୁନ ବଣ୍ଟନ କରାଯାଇଥିବା ଜଣାପଡିଛି l ଏହି କାର୍ଯ୍ୟକ୍ରମରେ ସଚେତନ ନାଗରିକ ଫୋରମର ସମସ୍ତ ସଦସ୍ୟ ଅଂଶ ଗ୍ରହଣ କରି ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ l
ରିପୋର୍ଟ : ଶୁଭମ ପାଣି