
କଟକ (ସମୃଦ୍ଧ ଓଡିଶା) ଆଜି କଟକ ମ୍ୟୁନିସିପାଳିଟିର ୫୩ ନମ୍ବର ୱାର୍ଡରେ କାର୍ଯ୍ୟରତ ସମସ୍ତ ସଫେଇ କର୍ମଚାରୀମାନଙ୍କୁ ନୂଆ ବଜାର ମଣ୍ଡଳର ସଭାପତି ଗୋପାଳ ବେହେରାଙ୍କ ନେତୃତ୍ୱରେ ଏବଂ ମଣ୍ଡଳ ସମ୍ପାଦକ ଧୀର ପ୍ରସାଦ ମହାନ୍ତିଙ୍କ ସହାୟତାରେ ଓ ସମସ୍ତ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ଖାଦ୍ୟ ପୁଡ଼ିଆ, ମାସ୍କ, ଗ୍ଲୋବସ, ଡେଟଲ ସାବୁନ, ସାନିଟାଇଜର, ପାଣି ବୋତଲ ଆଦି ସାମଗ୍ରୀ ପ୍ରଦାନ କରାଯାଇ ସେମାନଙ୍କୁ କରୋନା ଯୋଦ୍ଧା ହିସାବରେ ତାଳି ମାରି ପୁଷ୍ପ ବର୍ଷା କରାଇ ଉର୍ଚ୍ଚତ୍ସିତ ସମ୍ବର୍ଦ୍ଧନା କରାଯାଇଥିଲା ।
ରିପୋର୍ଟ : ଆଶିଷ ଦାସ
