

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ହୁମରି ଗ୍ରାମରେ ଭୂମି ହୀନ ଶ୍ରମିକ କଲ୍ୟାଣ ବହୁମୁଖୀ ସମବାୟ ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହାସହ ନିର୍ବାଚନରେ ନିଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ସମବାୟ ସମିତି ହୁମରିର ସଭାପତି ଟଙ୍କଧର ଛଟାଇ । ଏହି କାର୍ଯ୍ୟକ୍ରମରେ ସମବାୟ ସମିତି ହୁମରିର ପ୍ରସ୍ତାବକ କାମେସ୍ଵର ଗୌଡ଼, ସମ୍ପାଦକ ରବିନ୍ଦ୍ର ନାଥ ଜେନା, ସମର୍ଥକ ସୁଦର୍ଶନ ପଲେଇ, ନିର୍ବାଚନ ଅଧିକାରୀ ସୁବାସିନୀ ପଟ୍ଟନାୟକ ଏବଂ ଚିନ୍ତାମଣି ରାଉଳ ଓ ସଜନୀ ଦାସ ଓ ହେମା ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା