

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଳକ ସମିତି ସଭ୍ୟ ପାଇଁ ପଡାପଦର ରୁପାଲି ନାୟକ ସୂ ସଂଗ୍ରାମ ଆଜି ଛତ୍ରପୁର ବ୍ଳକକୁ ନିଜର ସମର୍ଥନଙ୍କୁ ନେଇ ବ୍ଲକ ବିଡିଓ ଶାରଦା ପ୍ରଶ୍ନ ପଣ୍ଡାଙ୍କ ନିକଟରେ ପାର୍ଥି ପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ତାଙ୍କ ସହିତ ପୁର୍ବତନ ସରପଞ୍ଚ ପ୍ରଦୀପ କୁମାର ଦାସ, ପୁର୍ବତନ ବ୍ଲକ ଅଧ୍ୟକ୍ଷା ସୁଷମା ଦାସ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା