ଢେଙ୍କାନାଳ (ସମୃଦ୍ଧ ଓଡିଶା)ନିକଟସ୍ଥ ବ୍ଲକର ପିଙ୍ଗୁଆ ଆରଆଇ ସର୍କଲର ଭିନ୍ନ ଗ୍ରାମ ବୁଲି ଦେଖିଥିଲେ । ସମାଜ ସେବୀ ସରୋଜ କୁମାର ମହାଳିକ ଓ ତାଙ୍କ ଟିମ୍ ମେମ୍ବର୍ ବିଭିନ୍ନ ଜାଗା ବୁଲି ଫନିରେ ବାସ ହରା ହୋଇଥିବା ଲୋକଙ୍କ ନିକଟରେ ପହଁଚିଥିଲେ । ସମାଜସେବୀ ସରୋଜ କୁମାର ମହାଳିକ ରାଜା ନେତାଙ୍କ ଉପରେ ଭୀଷଣ ରାଗି ଯାଇ ତାଙ୍କୁ ବିଭିନ୍ନ ପ୍ରଶ୍ନ କରିଥିଲେ ଯେ ଗୋଟିଏ କଥାର ଉତ୍ତର ଦିଅନ୍ତୁ ଏହି ନିଷ୍ଠୁର ରାଜନେତା ଯଥା ସରପଞ୍ଚ, ବିଧାୟକ ଓ ମନ୍ତ୍ରୀ ଭଳି ବିଭିନ୍ନ ରାଜନେତା କଣ ଖାଲି ଭୋଟ ପାଇଁ ଆସିବେ । ଭୋଟ ସରିଲେ ଏହି ଗରିବ ଲୋକଙ୍କ କଥା କିଏ ବୁଝିବ, କୁଆଡେ ଗଲା ତମ୍ ବଡ଼ ବଡ଼ ଭାଷଣ ଏୟା କରିଦେବୁ ସେୟା କରିଦେବୁ । ଛି ତମ୍ ହିନ ରାଜନୀତି । ଏଭଳି ଏକ ବାତ୍ୟାର ଆସିଲେନି ଆଉ କେବେ ଆସିବେ ଓ ସାହାଯ୍ୟର ହାତ କେବେ ବଢ଼େଇ ଥିଲେ । ଏତେ କମ ବୟସରୁ ଏଭଳି କାମ ଦେଖି ଆଖପାଖ ଗ୍ରାମର ଲୋକଙ୍କର ଆଦରୀୟ ହୋଇଛନ୍ତି ସରୋଜ (ବିପ) କହିବାକୁ ଗଲେ ସେ ଜଣେ ଛାତ୍ର ।
ରିପୋର୍ଟ : ଶୁଭମ କୁମାର ପାଣି