

ରମ୍ଭା (ସମୃଦ୍ଧ ଓଡିଶା) ପାଳୁଉରୁ ଛକ ଅନ୍ତର୍ଗତ ଶତ୍ରୁ ସଲ ଗାଁର ଜଣେ ବ୍ୟକ୍ତି ବିଲକୁ କାମ କରିବାକୁ ଯାଇ ଫେରୁଥିବା ସମୟରେ ଏକ ସାପ ମାରିଥିବା ଖବର ମିଳିଛି । ତାଙ୍କ ନାମ ଭିକାସୁର ବୟସ ୬୨ ବୋଲି ଜଣାପଡିଛି । ତାଙ୍କୁ ପ୍ରଥମେ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା ସେଠାରେ ଡକ୍ଟର ମୃତ୍ୟୁ ଘୋଷଣା କରିଥିଲେ । ଏନେଇ ରମ୍ଭା ଏସଆଇ ସମନାଥ ମହାରଣା ସୂଚନା ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


RIP