
ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ବି ସଟ୍ଡାନ୍ର ୬ଷ୍ଠ ଦିନରେ ଜଳେଶ୍ୱର ବହୁ ଅମାନିଆ କୋଭିଦ୍-୧୯ ଆଇନ୍ ଭଂଗକରି ନିଜ କାର୍ଯ୍ୟରେ ବ୍ୟସ୍ତ ଥିଲେ । ଶେଷରେ ଜଳେଶ୍ୱର ଥାନା ପୋଲିସ୍ ପକ୍ଷରୁ ଅମାନିଆଙ୍କ ଲାଗି ଥାନା ସମ୍ମୁଖରେ ଧରପଗଡ ଆରମ୍ଭ ହୋଇଥିଲା । ଏଥିରେ ୧୬ଜଣଙ୍କର ହେଲମେଣ୍ଟ ଓ ମାକ୍ସ ନ ଥିବାରୁ ସେମାନଙ୍କଠାରୁ ୮ହଜାର ଟଙ୍କା ଆଦାୟ କରାଯାଇଥିଲା ବୋଲି ଜଣାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା