


ପୋଲସରା(ସମୃଦ୍ଧ ଓଡିଶା) ପୋଲସରା ଅନ୍ତର୍ଗତ ହାତୀଓଟ ଗ୍ରାମରେ ୨୦୧୯କୁ ବିଦାୟ ଓ ୨୦୨୦କୁ ସ୍ୱାଗତ ଉପଲକ୍ଷେ ସୌହାର୍ଧ୍ୟ ପୂର୍ଣ୍ଣ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଗତ ୩୧ ତାରିଖ ଡିସେମ୍ବର ମାସ ରାତ୍ରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୋଲସରା ଵିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇ ପୋଲସରା ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କୁ ୨୦୨୦ ମସିହାର ଅଭିନନ୍ଦନ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ନିର୍ଵାଚନ ମଣ୍ଡଳୀର ସମସ୍ତ ଜନସାଧାରଣ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
