୨୦୧୯ରେ ବିଜେଡି ଗଲା – ଜୁଏଲ ଓରାମ

ସମ୍ବଲପୁର(ସମୃଦ୍ଧ ଓଡିଶା)ମଧ୍ୟପ୍ରଦେଶ,ରାଜସ୍ତାନ ଓ ଛତିଶଗଡ଼ରେ ବିଜେପିର ପରାଜୟକୁ ଦେଖିଲେ ଏଥର ଓଡ଼ିଶାରେ ନିଶ୍ଚୟ ବିଜେଡି ହାରିବ ବୋଲି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି । ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ରମଣ ସିଂ ଅନେକ କିଛି ଉନ୍ନୟନ କାର୍ଯ୍ୟ କରିଥିଲେ ସେ ଗତ ନିର୍ବାଚନରେ ହାରିଲେ । ଏଠି ନବୀନ ପଟ୍ଟନାୟକ ସବୁ ଦୁର୍ନୀତିରେ ସମ୍ପୃକ୍ତ ସେ କଣ ଜିତିଯିବେ ଏଥର ବିଜେଡି ନିଶ୍ଚିତ ଭାବେ ଗଲା ବୋଲି ଜୁଏଲ କହିଛନ୍ତି।