

ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ନିର୍ବାଚନ ମଣ୍ଡଳୀର ସାଙ୍କୁଳେଇ ପୀଠ, ଗୌଡ଼ିଆବୋରଦା, କନ୍ଧ ପଥରାପଲ୍ଲି, କୁଞ୍ଜବନ, ଗୁଡିପଲ୍ଲୀ, କାନସୁକା, ମୋଟାବାଡ଼ି, ଲଛିପୁର ଓ ବୁଗୁଡା ଏନଏସିର ୬ ଗୋଟି ସଂଘରୋଧ କେନ୍ଦ୍ରକୁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯାଇ ବୁଲି ଦେଖିବା ସହ ପ୍ରବାସୀ ଓଡ଼ିଆ ମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

